PataraBibaha

PataraBibaha A New Endeavor for The Patra Caste
A New Matrimony Platform for The PATARA Caste

ବ୍ୟବସାୟୀ/ଚାକିରିଆ ପିଲା ଆବଶ୍ୟକDOB:-02/09/1998QUALIFICATION:-GRADUATIONHOME TOWN:-KEONJHARଫଟୋ ଏବଂ ସମ୍ପୁର୍ଣ୍ଣ ବାଓଡ଼ାଟା ପାଇଁ ...
11/05/2023

ବ୍ୟବସାୟୀ/ଚାକିରିଆ ପିଲା ଆବଶ୍ୟକ

DOB:-02/09/1998
QUALIFICATION:-
GRADUATION
HOME TOWN:-
KEONJHAR

ଫଟୋ ଏବଂ ସମ୍ପୁର୍ଣ୍ଣ ବାଓଡ଼ାଟା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ👇

One of Patara best known brands and the Patara's largest matrimonial service was founded with a simple objective - to help people find happiness. The community pioneered online matrimonials in patara caste to lead the exciting matrimony category.

14/04/2023
🙏🙏🙏🙏🙏🙏🙏🙏ମହାଶୟ/ମହାଶୟା🙏ସର୍ବପ୍ରଥମେ, ଆମେ ଆପଣଙ୍କୁ ଆମେ କ୍ଷମା ଚାହୁଚୁ! କାରଣ ଆମେ ଆପଣଙ୍କ ସହିତ କିଛି ଦିନ ରହିପାରିଲୁ ନାହିଁ, ଏଥିପାଇଁ ଆମ...
24/07/2022

🙏🙏🙏🙏🙏🙏🙏🙏
ମହାଶୟ/ମହାଶୟା🙏
ସର୍ବପ୍ରଥମେ, ଆମେ ଆପଣଙ୍କୁ ଆମେ କ୍ଷମା ଚାହୁଚୁ! କାରଣ ଆମେ ଆପଣଙ୍କ ସହିତ କିଛି ଦିନ ରହିପାରିଲୁ ନାହିଁ, ଏଥିପାଇଁ ଆମେ ପ୍ରକୃତରେ ଦୁଃଖିତ, ଏହାର କାରଣ ହେଉଛି ଆମର ଟେକ୍ନୋଲୋଜିରେ କିଛି ପରିବର୍ତ୍ତନ କରାଯାଉଥିଲା! ପୂର୍ବ ଆନୁମାନିକ ନିଦ୍ଧାରିତ ଯାହା ଅନୁମାନ କରିଥିଲୁ ସେହି ସମୟ ଭିତରେ ଆମେ କାମ ସମ୍ପୂର୍ଣ୍ଣ କରିପାରିନଥିଲୁ , ସେଥିପାଇଁ ଆମେ ଟିକିଏ ବିଳମ୍ବ କଲୁ, କିନ୍ତୁ ଆସନ୍ତା ଏବେ ଠାରୁ ଆମେ ଆପଣଙ୍କ ସହିତ ପୂର୍ବପରି ରହିବୁ, ଆଗକୁ ଯିବା ପୂର୍ବରୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣଙ୍କର ପୂର୍ବରୁ ଥିବା ଆକାଉଣ୍ଟ୍କୁ ନୂତନ ୱେବସାଇଟରେ (www.patarabibaha.com) ଏହାକୁ ପୁନ ପଞ୍ଜିକରଣ ମାଗଣାରେ କରି ନିୟନ୍ତୁ , ଆମେ ଆମ ପାର୍ଶ୍ୱରୁ କିଛି ଆକାଉଣ୍ଟ୍ କରିଛୁ, ଆପଣଙ୍କର ପୁରୁଣା ପାସୱାର୍ଡ ସହିତ ୟୁଜର୍ ଆଇଡି ଯାଞ୍ଚ କରନ୍ତୁ, ଯଦି ଆପଣଙ୍କର ଆକାଉଣ୍ଟ ସେଠାରେ ନ ମିଳେ, ତେବେ ଆପଣ ପୁଣି ପଞ୍ଜୀକୃତ କରିନେବେ | ଯେଉମାନେ ୭୦୦ ଟଙ୍କା ଦେଇଥିଲେ | ସେହିମାନେ ନିଶ୍ଚିତ ଭାବରେ ମୋ ସହିତ ଯୋଗାଯୋଗ କରିବେ, ସେମାନଙ୍କର ପ୍ୟାକେଜ୍ ସକ୍ରିୟ କରି ଦିଆ ଯିବ
NEW. WEBSITE:-
https://www.patarabibaha.com |

ନୂଆ website ରେ ସିଧା ବରପାତ୍ର/କନ୍ୟାପାତ୍ରୀଙ୍କର ଅଭିଭାବକଙ୍କ ନମ୍ବର ଉପଲବ୍ଧ ହେବ। ଏହା ଦ୍ଵାରା ଆପଣ ସିଧା ଯୋଗା ଯୋଗ କରିପାରିବେ!
"ଧନ୍ୟବାଦ"
PATARABIBAHA

“A happy marriage is a long conversation which always seems too short.”

May Lord Jagannath bless you with all that you have dreamt of. May all your wishes get fulfilled and may you always keep...
01/07/2022

May Lord Jagannath bless you with all that you have dreamt of. May all your wishes get fulfilled and may you always keep smiling a very blissful Rath Yatra to you.
🙏 [ PataraBibaha ]🙏

🙏🙏🙏🙏🙏🙏🙏🙏🙏🙏🙏🙏🙏🙏We accidentally deleted some data during software development! Please contact us on WhatsApp so we can ver...
04/04/2022

🙏🙏🙏🙏🙏🙏🙏🙏🙏🙏🙏🙏🙏🙏We accidentally deleted some data during software development! Please contact us on WhatsApp so we can verify and reload your profile in PataraShaadi.I am able to assist you quickly.if you visit our website periodically and check out some of the profiles that match your profile.
http://PataraShaadi.com
[RequestDate] 02/04/2022

“A great marriage is not when the ‘perfect couple’ comes together. It is when an imperfect couple learns to enjoy their differences.”

31/12/2021

💐💐💐💐💐💐💐💐💐
*Praying that you have a truly remarkable and blissful year ahead! Happy new year to you and your family!*
💐[ PATARASHAADI ]💐

Address

Odisha
Puri

Alerts

Be the first to know and let us send you an email when PataraBibaha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to PataraBibaha:

Videos

Share


Other Wedding planning in Puri

Show All