Sarada Nayak

Sarada Nayak Sarada Nayak Official special kirtan & other subjects kirtan available here.

କର୍ମ ହିଁ ଭଗବାନ।🙇ଜୟ ଶ୍ରୀ ଜଗନ୍ନାଥ🙇
19/12/2023

କର୍ମ ହିଁ ଭଗବାନ।🙇ଜୟ ଶ୍ରୀ ଜଗନ୍ନାଥ🙇

16/12/2023
13/12/2023

ନୂଆ ସ୍ୱର//
ନୂଆ ଧାରା//
🙏ମହାମନ୍ତ୍ର//🙏

11/12/2023

ମହାମନ୍ତ୍ର❤️//ନୂତନ ପ୍ରୟାସ🙏6371308434

ପବିତ୍ର ଉତ୍ପନ୍ନା ଏକାଦଶୀ ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମହାଦେବ ଙ୍କ କୃପାରୁ ବାବାଜୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ଙ୍କ ସହିତ ଦର୍ଶନ କରିବାର ...
09/12/2023

ପବିତ୍ର ଉତ୍ପନ୍ନା ଏକାଦଶୀ ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମହାଦେବ ଙ୍କ କୃପାରୁ ବାବାଜୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ଙ୍କ ସହିତ ଦର୍ଶନ କରିବାର ସୌଭାଗ୍ୟ 🙏

AKADASI REMINDER ❤️
08/12/2023

AKADASI REMINDER ❤️

07/12/2023

ମହାମନ୍ତ୍ର//ନୂଆ ଧାରା// ନୂଆ ପ୍ରୟାସ🙏

06/12/2023

ମହାମନ୍ତ୍ର//ନୂଆ ଧାରା//part_5👇 ଏକପଦ
ନୂଆ ପ୍ରୟାସ

04/12/2023

👉ସତ ବିପଦ, ସତ ଗଞ୍ଜଣା ଓ ସତ ଲାଂଛନାରେ ସୁଦ୍ଧା ହରିଭଜନ ଛାଡିବେ ନାହିଁ।

04/12/2023

ମହାମନ୍ତ୍ର//ନୂଆ ଧାରା//part-4/👇/ଏକପଦ

03/12/2023

ମହାମନ୍ତ୍ର//ନୂଆ ଧାରା//part-3/👇❤️/ଏକ ପଦ

01/12/2023

ମହାମନ୍ତ୍ର//ନୂଆ ଧାରା//part-2/👇👇/ଏକ ପଦ

30/11/2023

ମହାମନ୍ତ୍ର//ନୂଆ ଧାରା//part-1 ଦୁଇ ପଦ

29/11/2023

ମହାମନ୍ତ୍ର//ନୂଆ ଧାରା //🙏

✨  ଜୟ ଶ୍ରୀ ଗୁରୁଦେବ ✨  #ପୂଜ୍ୟ_ମହନ୍ତ_ଶ୍ରୀ_ଭକ୍ତଚରଣ_ଦାସ_ମହାରାଜ ଙ୍କ ବ୍ରଜଧାମପ୍ରାପ୍ତି ପରେ ପରେ ତାଙ୍କର କୃପାପାତ୍ର  #ଶ୍ରୀ_ରାଧାଚରଣ_ଦ...
29/11/2023

✨ ଜୟ ଶ୍ରୀ ଗୁରୁଦେବ ✨ #ପୂଜ୍ୟ_ମହନ୍ତ_ଶ୍ରୀ_ଭକ୍ତଚରଣ_ଦାସ_ମହାରାଜ ଙ୍କ ବ୍ରଜଧାମପ୍ରାପ୍ତି ପରେ ପରେ ତାଙ୍କର କୃପାପାତ୍ର #ଶ୍ରୀ_ରାଧାଚରଣ_ଦାସ_ମହାରାଜ ସମସ୍ତ ସାଧୁ ଗୁରୁ ବୈଷ୍ଣବ ମହନ୍ତ ମୂର୍ତି ମାନଙ୍କ ଆନୁକୂଲ୍ୟରେ,ମହାପ୍ରଭୁଙ୍କ ଆଶୀର୍ବାଦ କ୍ରମେ,ଦେବୀ କନ୍ଦଳ ଦୀପାଞ୍ଚଳରେ ଥିବା ଅବାଳ ବୃଦ୍ଧ ବନିତା ସମସ୍ତ ଭକ୍ତବୃନ୍ଦ,ଗ୍ରାମବାସୀମାନଙ୍କ ଭକ୍ତିପୂର୍ଣ୍ଣ ସ୍ନେହ,ଶ୍ରଦ୍ଧାରୁ ଗୁହାଳକୁଳ,କସର୍ଦା, କଟକରେ ଥିବା ଆମର ଏହି ଭବ୍ୟ #ଶ୍ରୀ_ଗୋପାଳଜୀଉ_ମଠ ରେ ନୂତନ #ମହନ୍ତ ଭାବେ #ମହନ୍ତ_ଶ୍ରୀ_ରାଧାଚରଣ_ଦାସ_ମହାରାଜ ମହନ୍ତାଇ ଶାଢ଼ୀ(ସାତିକା) ବନ୍ଧାଇଲେ।
✨ ମହାପ୍ରଭୁ ଶ୍ରୀ ରାଧାଦାମୋଦରଙ୍କ ପାଖରେ ସମସ୍ତେ ମିଶି ଏକଲୟ,ଏକଚିତରେ ଏତିକି କାମନା କରିବା ମହନ୍ତ ମହାରାଜ ଙ୍କର ଆଗାମୀ ଦିନ ଉଜ୍ଜ୍ୱଳ ମୟ,ଚଲାପଥ କୁସୁମିତ ହେଉ ଓ ସର୍ବଦା ମହାପ୍ରଭୁ ତାଙ୍କ ହୃଦୟରେ ଜାଗା ଦେଇ ରଖିଥାନ୍ତୁ।👌✨
🙏 ଜୟ ଶ୍ରୀ ରାଧା ଦାମୋଦର🙏

ଜୟ ଶ୍ରୀ ଗୁରୁଦେବ✨🙇
27/11/2023

ଜୟ ଶ୍ରୀ ଗୁରୁଦେବ✨🙇

✨ଓଁ ଶ୍ରୀ ପରମାତ୍ମନେ ନମଃ✨ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍।।
23/11/2023

✨ଓଁ ଶ୍ରୀ ପରମାତ୍ମନେ ନମଃ✨
ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍।।

😭ଜୟ ଶ୍ରୀ ଗୁରୁଦେବ😭👈ଗୁରୁଦେବ ସର୍ବଦା ଆମକୁ କହିଆସିଥାନ୍ତି ଯେ 👉✨✨✨✨✨✨✨✨✨✨✨✨✨      ଶ୍ରୀମଦଭାଗବତ, ଗୀତା ମହାପ୍ରଭୁ ନ୍କ ମୁଖନିଶୃତ ବାଣୀ ପ...
16/11/2023

😭ଜୟ ଶ୍ରୀ ଗୁରୁଦେବ😭
👈ଗୁରୁଦେବ ସର୍ବଦା ଆମକୁ କହିଆସିଥାନ୍ତି ଯେ 👉✨✨✨✨✨✨✨✨✨✨✨✨✨ ଶ୍ରୀମଦଭାଗବତ, ଗୀତା ମହାପ୍ରଭୁ ନ୍କ ମୁଖନିଶୃତ ବାଣୀ ପରି ପବିତ୍ର ଗ୍ରନ୍ଥ ଆମର ଦୈନନ୍ଦିନ ଜୀବନରେ ପାଠ କରିବା ନିତ୍ୟାନ୍ତ ଆବଶ୍ୟକ ରହିଛି। ଜୀବନ କଣ ,ଦୁନିଆ କଣ ,ଆଧ୍ୟାତ୍ମିକତା କଣ, ଜୀବନ ର
ଆରମ୍ଭ କେଉଁଠି ଓ ଜୀବନ ର ଶେଷ କେଉଁଠି ଜୀବନ କଣ ଆମେ କିଛି ମାତ୍ରାରେ ବୁଝିପାରିବା ।
ନୀଳାଚଳ ବାସୀ, ସେଇ ମଦନମୋହନ, ସେଇ ଗିରିଧାରୀ ସେଇ ଗୋବିନ୍ଦଙ୍କ ଚରଣ ରେ ନିଜକୁ ସମର୍ପିତ କରି ସର୍ବଦା ଆରାଧନା କରନ୍ତୁ,ଓ ଗ୍ରନ୍ଥ ଗୁଡିକ ଅଧ୍ୟୟନ କରନ୍ତୁ। 🙇।ଜୟ ଗୁରୁଦେବ🙇

🙇 #ପୂଜ୍ୟ_ମହନ୍ତ_ଶ୍ରୀ_ଭକ୍ତଚରଣ_ଦାସ_ମହାରାଜ
-ଶ୍ରୀ ଗୋପାଳଜୀଉ ମଠ,
କୂଳଶ୍ରୀ, କସର୍ଦା,କଟକ

-----------🙏--ଜୟ ଶ୍ରୀ ଗୋପାଳ-🙏----------🌴✨✨✨✨✨❤️✨✨✨✨✨🌴ଶ୍ରୀଶ୍ରୀ ଗୋପାଳ ଜୀଉ ମଠ, ଗୁହାଳକୂଳ,କସର୍ଦା, କଟକର ଦେବୀ କନ୍ଦଳ ଉପକଣ୍ଠ ରେ ଥ...
14/11/2023

-----------🙏--ଜୟ ଶ୍ରୀ ଗୋପାଳ-🙏----------
🌴✨✨✨✨✨❤️✨✨✨✨✨🌴
ଶ୍ରୀଶ୍ରୀ ଗୋପାଳ ଜୀଉ ମଠ, ଗୁହାଳକୂଳ,କସର୍ଦା, କଟକର ଦେବୀ କନ୍ଦଳ ଉପକଣ୍ଠ ରେ ଥିବା ଏହି ଛୋଟିଆ ମଠଟି।ଏହି ମଠର ମଠାଧିସ ପରମପୂଜ୍ୟ #ମହନ୍ତ_ଶ୍ରୀଶ୍ରୀ_ଭକ୍ତଚରଣ_ଦାସମହାରାଜ,ଶ୍ରୀ ଅନନ୍ତ ନାରାୟଣ ଦାସ ମହାରାଜ ଓ କୃପାପାତ୍ର ଶ୍ରୀ ରାଧାଚରଣ ଦାସ ମହାରାଜ ଏହି ତିନି ବୈଷ୍ଣବ ମୂର୍ତ୍ତି ସର୍ବଦା ଶ୍ରୀ ଗୋପାଳଙ୍କ ସେବାରେ ନିଜକୁ ସମର୍ପିତ କରିଆସୁଛନ୍ତି।
😭ହଟାତ #ମହନ୍ତ_ଶ୍ରୀଭକ୍ତ_ଚରଣ_ଦାସ ମହାରାଜ ଙ୍କର ବ୍ରଜ ପ୍ରାପ୍ତି😭
ଏହି ଦୁଃଖ ତ କହିଲେ ସରିବନି।ହେଲେ ମହାରାଜ ଏକାଧାରରେ ଜଣେ ଖାଲି ସାଧୁ ନଥିଲେ ସେ ମହାପ୍ରଭୁ ଙ୍କର ଜଣେ କର୍ତ୍ତବ୍ୟ ନିଷ୍ଠା,ସମୟାନୁବର୍ତୀ,ପରୋଉପକାରୀ,ନମ୍ର, ଭଦ୍ର,ସଂସ୍କାରି, ନାମ କୀର୍ତନ, ଲୀଳା କୀର୍ତନ, ଭକ୍ତ ମାନଙ୍କ ପେଟ,ବିପଦ ରେ ପଡିଥିବା ଭକ୍ତ ମାନଙ୍କପାଇଁ ଉପଦେଶ ସାହାଯ୍ୟ, ନ୍ୟାୟବନ୍ତ,ଦୁଃଖୀଦିନଜନ ମାନଙ୍କ ଆଲୋକ ଏମିତି କି ବହୁ ପ୍ରତିଭାର ଅଧିକାରୀ ଯେକି କହିବାର ସୀମା ନାହିଁ ।ହେଲେ ନିୟୋତି ର ଗତି କେ ବା ଏଡାଇ ପାରିବ।ତାଙ୍କର ଏହି ମହାନତା ବ୍ୟକ୍ତିତ୍ୱ ପାଇଁ ସମଗ୍ର ଭକ୍ତ ଆଜି ଚିର ରୁଣୀ ହେଇ ରହିଗଲେ।ହଟାତ ସେବାରୁ ନିଜକୁ ବଂଚିତ କରି ପ୍ରାପ୍ତି ହେଇଗଲେ।😭
😭 ତା ୧୩/୧୧/୨୦୨୩ରିଖ ସକାଳ ସୂର୍ଯ୍ୟ ଉଦୟ ପୂର୍ବରୁ ଶୁଭ ବ୍ରହ୍ମମୁହୂର୍ତରେ ହଟାତ ଶୁଣିବାକୁ ମିଳିଲା ଯେକି ଆମର ଗୁରୁମହାରାଜ #ମହନ୍ତ_ଶ୍ରୀ_ଭକ୍ତଚରଣ_ଦାସ ବ୍ରଜପ୍ରାପ୍ତି ହୋଇଯାଇଛନ୍ତି।ଏହି ଶୁଭ ଦୁଃଖଦ ଖବର ଚାହୁଁ ଚାହୁଁ ଦ୍ରୁତଗତି ରେ ସମଗ୍ର ଦୀପଞ୍ଚଳରେ ଥିବା ୭୦/୮୦ଖଣ୍ଡ ଗାଁ କୁ ଖେଳିଯାଇଥିଲା ଓ ସମସ୍ତ ପୁରପଲ୍ଲୀରେ ଥିବା ଭକ୍ତ,ବାବାଙ୍କ ଠାରୁ ମନ୍ତ୍ର ଦୀକ୍ଷା ନେଇ ଥିବା କୃପାପାତ୍ର,କୃପାପାତ୍ରୀ ମାନେ କାଳ ବିଳମ୍ବ ନ କରି ଯଥା ଶୀଘ୍ର #ଶ୍ରୀ_ଗୋପାଳଜୀଉମଠ ପ୍ରାଙ୍ଗଣ ରେ ପ୍ରାୟ ୧ ଘଣ୍ଟା ଭିତରେ ଆସି ପହଂଚି ଥିଲେ ଏବଂ ନିମାପଡା ,ରାଜସ୍ୱ,ବାଲିପାଟଣା,ବନମାଳୀ ପୁର, ପହଂଗା,ଭୁବନେଶ୍ୱର, କଟକ,ଶ୍ରୀ ଧାମପୁରୀ ବାରଙ୍ଗ ସମେତ ବାହାରୁ ବହୁ ଭକ୍ତ ଆସି ପହଂଚି ଥିଲେ।ମଠରେ ଏକପ୍ରକାର ଶୁଭ ଶୋକକୁଳ ପରିବେଶ ଭିତରେ ନିଜକୁ ନିୟନ୍ତ୍ରଣ କରି ସମସ୍ତ ଭକ୍ତ ମାନେ ମୃଦଙ୍ଗ, କଂସାଲ ଧରି ତୁଣ୍ଡରେ ମହାମନ୍ତ୍ର ନାମ ଧରି ମହାରାଜ ଙ୍କୁ ପାଖାପାଖି ୫ଖଣ୍ଡ ଗାଁ କୁ ଶୋଭାଯାତ୍ରା ରେ ନେଇଯାଇଥିଲେ । ଶୋଭା ଯାତ୍ରାରୁ ଫେରି ମଠ ପ୍ରାଙ୍ଗଣ ରେ କିଛିସମୟ ରଖି ନାମ କୀର୍ତନ କରି ବୈଷ୍ଣବ ଉପଚାର ସେବାବିଧି ସମ୍ପନ୍ନ କରି ସଂସ୍କାର କାର୍ଯ୍ୟରେ ବାହାରିଥିଲୁ ।
🙏ତତ୍ପରେ ଏହି ଶୁଭ ସଂସ୍କାର କାର୍ଯ୍ୟ ଟି ସମୟ ପ୍ରାୟ ୨ଘଟିକା ରେ କୃପାପାତ୍ର #ଶ୍ରୀ_ରାଧାଚରଣ_ଦାସ_ମହାରାଜ ମୁଖାଗ୍ନି ଦେଇ ସମସ୍ତ ଭକ୍ତ ଓ ଶ୍ରୀ ଧାମପୁରୀ ସମେତ ପାଖାପାଖି ମଠର ମହନ୍ତ ମହାରାଜ,ଗୁରୁ ବୈଷ୍ଣବ ମାନଙ୍କ ଉପସ୍ଥିତି ରେ ଏହି ଶୁଭ କାର୍ଯ୍ୟ ର ପୂର୍ଣଛେଦ ପଡିଥିଲା ଓ ସନ୍ଧ୍ୟାରେ ସମସ୍ତ ଭକ୍ତ ନିଜ ବାସଗୃହ କୁ ଫେରି ଥିଲେ।
😭ଏହି ୧୩/୧୧/୨୦୨୩ରିଖ ଶୁଭ ଦିନଟି ଆମ୍ଭ ସମସ୍ତ ଭକ୍ତ ମାନଙ୍କ ପାଇଁ ଅବିସ୍ମରଣୀୟ ଦିନ ହୋଇରହିଗଲା।
🙇ମହାପ୍ରଭୁ କାଳିଆ ସାଆନ୍ତ ନ୍କ ପାଖରେ ଏ ଅଧମ ଏତିକି ମିନତୀ ମୋ ଗୁରୁଦେବଙ୍କର ଏହି କୋମଳ, ନିଷ୍କପଟ ଆତ୍ମାର ସଦ୍ଗତି କାମନା କରି ନିଜ ପଦପଦ୍ମରେ ଲୀନ କରିବା ହେବେ।
🙇 ଜୟ ଶ୍ରୀ ଗୋପାଳ🙇

///---------///----------///-----------///------------///
🙇 କୃପାପାତ୍ର🙇
❤️❤️❤️❤️
😭 #ଶ୍ରୀ_ସାରଦା_ନାୟକ😭
🙏

13/11/2023

ଆଜି ତା 13/11/2023ରିଖ ରେ ଆମ ଦୀପାଞ୍ଚଳ ରେ ଥିବା ଗୁହାଳକୂଳ ସ୍ଥିତ ଶ୍ରୀ ଗୋପାଳ ଜୀଉ ମଠ ର ମଠାଧିସ ମହାରାଜ ପରମ ପୂଜ୍ୟମହନ୍ତ ଶ୍ରୀଭକ୍ତ ଚରଣ ଦାସ ମହାରାଜ ଆଜି ସକାଳ 6/15 ସମୟରେ ଆମ୍ଭ ମାନଙ୍କୁ ସବୁଦିନ ପାଇଁ ଛାଡି ବ୍ରଜପ୍ରାପ୍ତି କରିଛନ୍ତି।ଏ ଦୁଃଖଦ ଖବର ଦୀପାଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କ ଆତ୍ମା ର ସଦ୍ଗତି କରନ୍ତୁ ।🙇
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ଏବଂ ଏ ଦୁଃଖଦ ସମୟରେ ମଠ ପରିବାର ଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନକରନ୍ତୁ...... ଜୟ ଜଗନ୍ନାଥ 👏👏👏

Address

Cuttack

Telephone

+916371308434

Website

Alerts

Be the first to know and let us send you an email when Sarada Nayak posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Performance & Event Venues in Cuttack

Show All