BATE GHATE

BATE GHATE "BATE GHATE" will be on the lines of "RAHAGIRI" local artists will be invited to perform on the street to show Art,Culture & tradition of Western Odisha.
(21)

23/01/2024
Happy Dashera
24/10/2023

Happy Dashera

Gandhi Jayanti
02/10/2023

Gandhi Jayanti

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ପ୍ରୋଗ୍ରେଶିବ ଜି ଏମ ୟୁ ର ଆଲୋଚନା ସହ ବାବା ସାହେବ୍ ଭୀମରାଓ ଆମ୍ବେଦକର ଜୟନ୍ତି ପାଳ...
05/04/2023

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ପ୍ରୋଗ୍ରେଶିବ ଜି ଏମ ୟୁ ର ଆଲୋଚନା ସହ ବାବା ସାହେବ୍ ଭୀମରାଓ ଆମ୍ବେଦକର ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ।

ସମ୍ବଲପୁର ୪/୪/୨୩ ଆଜି ସମ୍ବଲପୁର ଭୀମଭୋଇ ପାର୍କ ରେ ପ୍ରୋଗ୍ରେଶିବ ସମ୍ବଲପୁର ପକ୍ଷରୁ ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷଠିତ ହୋଇଯାଇଛି।

ଆସନ୍ତା ଏପ୍ରିଲ ୧୪ ତାରିଖ ରେ ଭୀମରାଓ ଆମ୍ବେଦକର ଜୟନ୍ତି ପାଳନ ପାଇଁ ଆଜି ପ୍ରୋଗ୍ରେଶିଭ ସମ୍ବଲପୁର ଆବାହକ ସଂଜିତ ମହାନ୍ତି ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଖାଲିଥିବା ପଦବୀ, ଭିତ୍ତିଭୂମି ର ବିକାଶ, ଛାତ୍ରାବାସ ର ସମସ୍ୟା ସମାଧାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହିତ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ ଅନୁଷ୍ଠାନ ରେ ସ୍ଥାନୀୟ ଯୁବ ଛାତ୍ର ମାନଙ୍କୁ କିପରି ଭାବରେ ନିଯୁକ୍ତିରେ ଅଗ୍ରାଧିକାର ମିଳିବ ସେ ଦିଗରେ ଏକ ବୃହତ୍ତର ଲଢେଇ ପାଇଁ ଛାତ୍ର ସମାଜକୁ ଏକତ୍ରିତ କରିବା ପାଇଁ ନିଷ୍ପତ୍ତି ନିୟ।ଯାଇଛି। ଏହା ସହିତ ଆଗାମୀ ଏପ୍ରିଲ ୧୪ତାରିଖରେ ଆମ୍ବେଦକର ଜୟନ୍ତୀ କୁ ପ୍ରୋଗ୍ରେଶିଭ ସମ୍ବଲପୁର ପକ୍ଷରୁ ପାଳନ କରିବା ପାଇଁ ନିଷ୍ପତ୍ତି ନିୟଯାଇଛି। ଆଜିର ଏହି ବୈଠକରେ ସହ ଆବାହକ ମିଲନ ହୋତା, ଦେବ ଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଚୁମନ୍ ପ୍ରଧାନ, ନିଖିଲ ବାବୁ, ପ୍ରଜ୍ଵଲ୍ ଧାରୁଆ, ଅନୁଜ ଛତ୍ରିଆ, ଧରିତ୍ରୀ ମିର୍ଦ୍ଧା, ବିକାଶ ପଟେଲ, ଆକାଂକ୍ଷା ପୁରୋହିତ, ଶ୍ରୀୟା ରାଜ, ଲକ୍ଷ୍ମୀ ସରାଫ, ଇନ୍ଦ୍ରାଣୀ ବାରିକ, ସପନ ଭାଇ, ଆକାଶ ପାଢ଼ୀ, କରନ୍ ଧନରାଜ୍, ପ୍ରଦ୍ୟୁମ୍ନ ଦାସ, ଆଦେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଚୂମନ ପ୍ରଧାନ ସହ ଆବାହକ
ପ୍ରୋଗ୍ରେଶିବ ଜି ଏମ ୟୁ ସମ୍ବଲପୁର

ମଶାଲ ଶୋଭାଯାତ୍ରା ସମ୍ବଲପୁର ସହର ରେ ଅନୁଷ୍ଠିତ ହୋଇଯାଇଅଛି।
28/01/2023

ମଶାଲ ଶୋଭାଯାତ୍ରା ସମ୍ବଲପୁର ସହର ରେ ଅନୁଷ୍ଠିତ ହୋଇଯାଇଅଛି।

ପ୍ରୋଗ୍ରେଶିବ ସମ୍ବଲପୁର ଆବାହକ ସଂଜିତ ମହାନ୍ତି ଙ୍କ ନେତୃତ୍ୱରେ ହୋଇଥିବା ଏହି ମଶାଲ ଶୋଭାଯାତ୍ରା ରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର...
23/01/2023

ପ୍ରୋଗ୍ରେଶିବ ସମ୍ବଲପୁର ଆବାହକ ସଂଜିତ ମହାନ୍ତି ଙ୍କ ନେତୃତ୍ୱରେ ହୋଇଥିବା ଏହି ମଶାଲ ଶୋଭାଯାତ୍ରା ରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ପ୍ରତାପ ଜେନା ମୋହାଦୟ ଉପସ୍ଥିତ ଥିଲେ।

26/07/2022
11/06/2022

ସାରା ଓଡିଶା ଯାକର ମହୋତ୍ସବ ହଉଛେ, ମହୋତ୍ସବର ମୂଲ ଜାଗା ସମ୍ବଲପୁରେ ସମ୍ବଲପୁର ମହୋତ୍ସବର ନାଁ ନାଇଁ ନିଆଯିବାର। ପଶ୍ଚିମ ଓଡିଶା ଯାକର ଯେତେ ଲୋକନୃତ୍ୟ ଅଛେ, ତାର ପ୍ରଦର୍ଶନର ମଚାନ ହେବାର କଥା ସମ୍ବଲପୁର ଲୋକ ମହୋତ୍ସବ। ଖାଲି ହେତକି ନୁହେ, ସମ୍ବଲପୁର ନ ସମ୍ବଲପୁରୀ ଲୋକଗୀତ, ଲୋକନୃତ୍ୟ ଆଉ ଲୋକ ପରମ୍ପରାର ଗବେଷଣା କେନ୍ଦ୍ର ହେବାର କଥା। ଇଟା ଓଡିଶାର ଗର୍ବ, ଗୌରବ ଆଏ। ଓଡ଼ିଶା ସରକାର ଇ ବୁତା ଟା କର୍ବାର କଥା।

06/12/2021

# KendupatraKarmachariSangha Nandighosha TV is the fastest growing television channel in Odisha and delivers reliable information acr...

01/12/2021

Mini Marathon sambalpur
01/12/2021

Mini Marathon sambalpur

ସ୍ଵାଧୀନ ଫାଉଣ୍ଡେସନ୍ ନୂଆଖାଇ ଭେଟଘାଟ 2021
14/10/2021

ସ୍ଵାଧୀନ ଫାଉଣ୍ଡେସନ୍
ନୂଆଖାଇ ଭେଟଘାଟ 2021

01/10/2021
03/09/2021
Congratulations to   on winning India’s first Gold 🏅 at Olympics in  . We the Indian are proud of you! 🇮🇳
08/08/2021

Congratulations to on winning India’s first Gold 🏅 at Olympics in . We the Indian are proud of you! 🇮🇳

02/08/2021

II-ଅଗଷ୍ଟ 3 ରୁ ସମଲେଶ୍ଵରୀ ମନ୍ଦିର ହେବ ଭକ୍ତ ଙ୍କ ପାଇଁ ଖୋଲା -ll

01/08/2021

Address

Ainthapali, Press Club
Sambalpur
768004

Telephone

9853337822

Website

Alerts

Be the first to know and let us send you an email when BATE GHATE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BATE GHATE:

Share


Other Performance & Event Venues in Sambalpur

Show All